Sunday, September 30, 2018

ରୋହିଙ୍ଗ୍ୟାଙ୍କୁ ରୋକ


ମିଆଁମାରର ଦକ୍ଷିଣ-ପଶ୍ଚିମ ଉପକୂଳରେ ବାଂଲାଦେଶ ସଂଲଗ୍ନ ‘ରଖିନ୍’ ପ୍ରଦେଶ ଅବସ୍ଥିତ । ‘ରଖିନ୍’ର ପୁରୁଣା ନାମ ‘ଅରାକାନ୍’ ଓ ତା ପୂର୍ବରୁ ‘ରାହିଙ୍ଗ୍’ ଥିଲା  । ଏହି ରୋହିଙ୍ଗ୍ (ରଖିନ୍) ପ୍ରଦେଶର ମୂଳତଃ ବଙ୍ଗଳାଭାଷୀ ମୁସଲମାନ୍ମାନେ ‘ରୋହିଙ୍ଗ୍ୟା’ ନାମରେ ପରିଚିତ  । ସରକାରୀ ଜନଗଣନା ଅନୁଯାୟୀ ୬ କୋଟି ଜନସଂଖ୍ୟା ବିଶିଷ୍ଟ ମିଆଁମାରରେ ଏମାନଙ୍କ ସଂଖ୍ୟା ୫ ପ୍ରତିଶତ ଏବଂ ସେମାନେ ମୁଖ୍ୟତଃ ସୁନ୍ନି ସମ୍ପ୍ରଦାୟର  । ସମୁଦାୟ ଜନସଂଖ୍ୟାର ୮୯ ପ୍ରତିଶତ ବୌଦ୍ଧ ଧର୍ମାବଲମ୍ବୀ ଓ ସେମାନଙ୍କ ମଧ୍ୟରୁ ‘ଥେରାୱାଡା’ ସମ୍ପ୍ରଦାୟ ସଂଖ୍ୟାବହୁଳ ଓ ପ୍ରଭାବଶାଳୀ  । ‘ରୋହିଙ୍ଗ୍ୟା’ମାନେ ନିଜକୁ ମିଆଁମାର ଅଧିବାସୀ ବୋଲି ଦାବି କରୁଥିଲେ ସୁଦ୍ଧା, ସଂଖ୍ୟାବହୁଳ ‘ବର୍ମାନ୍’ ଜନସାଧାରଣ ତାଙ୍କୁ ବଙ୍ଗାଳି ମୁସଲମାନ୍ ଓ ଅନୁପ୍ରବେଶକାରୀ ବୋଲି ବିଚାର କରିଥାଆନ୍ତି  । ତେଣୁ ସରକାରୀ ସ୍ତରରେ ମଧ୍ୟ ମିଆଁମାରର ୧୩୫ଟି ମୂଳଜାତି ମଧ୍ୟରେ ‘ରୋହିଙ୍ଗ୍ୟା ମୁସଲମାନ’ଙ୍କୁ ସାମିଲ କରାଯାଇନାହିଁ  । ୧୮୨୦ରେ ବର୍ମାନ୍ମାନେ ‘ଆରାକାନ୍’ ଉପକୂଳ ଅଞ୍ଚଳକୁ ବ୍ରିଟିଶ୍ ଶାସନାଧୀନ ଭାରତକୁ ସମର୍ପଣ କରିବାପାଇଁ ବାଧ୍ୟ ହେଲେ  । ଫଳତଃ ବଙ୍ଗଳାଭାଷୀ ମୁସଲମାନମାନେ ଉକ୍ତ ଅଞ୍ଚଳରେ ବସତି ସ୍ଥାପନ କରିବାପାଇଁ ସୁଯୋଗ ପାଇଲେ  । ୧୯୪୭ରେ ଭାରତର ସ୍ୱାଧୀନତା ତଥା ବିଭାଜନ ଏବଂ ୧୯୪୮ରେ ବର୍ମାର ସ୍ୱାଧୀନତା ଲାଭପରେ ସୀମାନିର୍ଦ୍ଧାରଣ ସତ୍ତେ୍ୱ, ପୂର୍ବ-ପାକିସ୍ତାନରୁ ଅନୁପ୍ରବେଶ ଜାରି ରହିଲା  । ମିଆଁମାରରେ ଭାରତର ରାଷ୍ଟ୍ରଦୂତ ରହିଥିବା ଶ୍ରୀ ଭାସ୍କର ମିଶ୍ରଙ୍କ ସୂଚନା ଅନୁଯାୟୀ, ୧୯୪୦ରୁ ବର୍ମାରେ କିଛି ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ସକ୍ରିୟ ଥିଲେ ଏବଂ ୧୯୪୬ରେ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ପ୍ରସ୍ତାବିତ ପୂର୍ବ- ପାକିସ୍ଥାନରେ ମିଆଁମାରର କିଛି ଅଂଶ ସାମିଲ କରିବାପାଇଁ ଅନୁରୋଧ କରିଥିଲେ  । କିନ୍ତୁ ସାମରିକ ପଦକ୍ଷେପ ଯୋଗୁଁ ତାହା ସେତେବେଳେ ସଫଳ ହୋଇ ନଥିଲା  । ମାତ୍ର ୧୯୪୮ରେ ବର୍ମାର ସ୍ୱାଧୀନତା ପରେପରେ, ମୁଜାହିଦ୍ଦିନ୍ମାନେ ରକ୍ତାକ୍ତ ସଂଘର୍ଷକରି ଆରାକାନ୍ର ରୋହିଙ୍ଗ୍ୟା ବହୁଳ ‘ମୟୁ’ ଅଞ୍ଚଳକୁ ନୂଆଭାବେ ଗଢିଉଠିଥିବା ଇସ୍ଲାମୀ ରାଷ୍ଟ୍ର ପୂର୍ବ-ପାକିସ୍ତାନ ସହିତ ସାମିଲ କରିଥିଲେ  । କାଳକ୍ରମେ ଏହି ମୁଜାହିଦ୍ଦିନ୍ମାନଙ୍କୁ ବର୍ମା ସେନାବାହିନୀ ଦମନ କରିଥିଲେ ସୁଦ୍ଧା ଆଜିପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମୂଳପୋଛ କରିପାରିନାହିଁ  । ଇତିମଧ୍ୟରେ ‘ରୋହିଙ୍ଗ୍ୟା’ଙ୍କ ସଂଖ୍ୟା ୩୦ ଲକ୍ଷରେ ପହଞ୍ଚି ସାରିଲାଣି  । ବିଶ୍ୱ ମୁସଲମାନ ଜଗତ ଇଣ୍ଡୋନେସିଆରେ ଖ୍ରୀଷ୍ଟିଆନଙ୍କ ପାଇଁ ‘ତିମୁର’ ଓ ଆଫ୍ରିକାରେ ସୁଦାନର ଦକ୍ଷିଣ ଭାଗକୁ ନେଇ ‘ଦକ୍ଷିଣ ସୁଦାନ’ ନାମରେ ଅଲଗା ଦେଶ ଗଠନ ହେଲାପରି, ରୋହିଙ୍ଗ୍ୟାଙ୍କ ପାଇଁ ଏକ ସ୍ୱତନ୍ତ୍ର ଇସ୍ଲାମୀ ରାଷ୍ଟ୍ର ଗଠନ କରିବାପାଇଁ ପ୍ରୋତ୍ସାହନ ଦେଇ ଆସୁଛନ୍ତି  । ଏହି କାର୍ଯ୍ୟରେ ପାକିସ୍ତାନ ସମେତ ଅନ୍ୟାନ୍ୟ ମୁସଲମାନ ଦେଶ ସକ୍ରିୟ ଅଛନ୍ତି  । କିଛି ଚରମପନ୍ଥୀ ରୋହିଙ୍ଗ୍ୟା ଗୋଷ୍ଠୀଙ୍କର ଅଲକାଏଦା ଏବଂ ଅନ୍ୟାନ୍ୟ ଉଗ୍ରବାଦୀ ସଂଗଠନ ସହିତ ସମ୍ପର୍କ ରହିଥିବା ପ୍ରମାଣ ମିଳିସାରିଛି  । ତେଣୁ ରୋହିଙ୍ଗ୍ୟାମାନଙ୍କୁ ମିଆଁମାରରେ ବିଚ୍ଛିନ୍ନତାବାଦୀ ଭାବରେ ଗଣନା କରାଯାଇ ବ୍ୟାପକ ଜନଆକ୍ରୋଶ ସୃଷ୍ଟି ହୋଇଛି  । ମିଆଁମାରରେ ୨୦୧୦ରେ ରାଜନୀତିକ ପଟ୍ଟପରିବର୍ତ୍ତନ ସହିତ ଏକ ନୂତନ ଜାତୀୟତାବାଦର ଜୁଆର ଉଠିଛି  । ଏହି ପରିପ୍ରେକ୍ଷୀରେ ରୋହିଙ୍ଗ୍ୟା ମୁସଲମାନଙ୍କୁ ଦେଶର ସାର୍ବଭୌମତ୍ୱ, ରାଷ୍ଟ୍ରୀୟ ପରିଚୟ ଏବଂ ସୁରକ୍ଷା ପ୍ରତି ବିପଦ ବୋଲି ବିଚାର କରି ତାଙ୍କ ଉପରେ ଆକ୍ରମଣ ଆରମ୍ଭ ହେଉଛି  । ଫଳତଃ ବିଗତ ବର୍ଷ ମାନଙ୍କରେ ‘ରୋହିଙ୍ଗ୍ୟା’ ଓ ‘ବୌଦ୍ଧ’ଙ୍କ ମଧ୍ୟରେ ଭୟଙ୍କର ସାମ୍ପ୍ରଦାୟିକ ଦଙ୍ଗା ସଂଘଟିତ ହୋଇଛି  । ଏହି ଦଙ୍ଗାପୀଡିତ, ପ୍ରତିଶୋଧ ପରାୟଣ ରୋହିଙ୍ଗ୍ୟାମାନେ ବହୁ ସଂଖ୍ୟାରେ ବାଂଲାଦେଶ ବାଟଦେଇ ଭାରତ ଭିତରକୁ ଧସେଇ ପଶୁଛନ୍ତି  । ବାଂଲାଦେଶ ଯଦିଓ ଏକ ମୁସଲମାନ ରାଷ୍ଟ୍ର ଏବଂ ରୋହିଙ୍ଗ୍ୟାମାନେ ମୂଳତଃ ବଙ୍ଗଳାଭାଷୀ, ତଥାପି ଏମାନଙ୍କୁ ନାଗରିକ ଭାବରେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ  । ବି.ଏସ୍.ଏଫ୍. ଆଇ.ଜି. ସନ୍ତୋଷ ମେହେରାଙ୍କ ସୂଚନା ଅନୁଯାୟୀ ନିକଟ ଅତୀତରେ ପଶ୍ଚିମବଙ୍ଗର ଉତ୍ତର-ଚବିଶ ପ୍ରଗଣା ଜିଲ୍ଲାର ବାଂଲାଦେଶ ସୀମାରୁ ଏହିପରି ଅନୁପ୍ରବେଶ ଚେଷ୍ଟା କରୁଥିବା ଅନେକ ରୋହିଙ୍ଗ୍ୟାଙ୍କୁ ଗିରଫ କରାଯାଇଛି  । ସେହିପରି ଉତ୍ତରବଙ୍ଗର ବାଲୁରଘାଟ ସୀମାବର୍ତ୍ତୀ ଅଞ୍ଚଳରୁ ୭ଜଣଙ୍କୁ ଏବଂ ରାଜ୍ୟ ପୁଲିସ୍ ଦ୍ୱାରା ମଧ୍ୟ ଶହ ଶହ ରୋହିଙ୍ଗ୍ୟାଙ୍କୁ ଗିରଫ କରାଯାଇଛି  । ବିଭିନ୍ନ ସୂତ୍ରରୁ ମିଳୁଥିବା ଖବର ଅନୁସାରେପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରେ ବହୁସଂଖ୍ୟାରେ ଏମାନଙ୍କ ଅନୁପ୍ରବେଶ ଘଟିଛି  । ସବୁଠାରୁ ଅଧିକ ଅନୁପ୍ରବେଶ ସ୍ୱରୂପନଗର, ବଶୀରହାଟ, ଗାୟାଘାଟା ଇତ୍ୟାଦି ସୀମାବର୍ତ୍ତୀ ଅଞ୍ଚଳରେ ଘଟୁଛି  । ମିଆଁମାରରୁ ସିଧା ଭାରତ ଭିତରକୁ ଅନୁପ୍ରବେଶ ହେଉ ନଥିବାରୁ, ମିଆଁମାର୍ ସରକାରଙ୍କ ସହିତ ମଧ୍ୟ ଏ ସମ୍ବନ୍ଧରେ ଆଲୋଚନା କରିବା ସମ୍ଭବ ହୋଇପାରୁ ନାହିଁ  । ଉପଲବ୍ଧ ତଥ୍ୟ ଅନୁଯାୟୀ ପ୍ରାୟ ୪୦ ହଜାର ରୋହିଙ୍ଗ୍ୟା ଭାରତର ବିଭିନ୍ନ ରାଜ୍ୟରେ ଅନୁପ୍ରବେଶ କରିସାରିଲେଣି  । ଗତ ବର୍ଷ ଦକ୍ଷିଣ ଦିଲ୍ଲୀରେ ୨ ହଜାର ରୋହିଙ୍ଗ୍ୟା ଅବସ୍ଥାନ କରି ବସନ୍ତବିହାରସ୍ଥିତ ‘ୟୁନାଇଟେଡ୍ ନେସନ୍ସ ହ୍ୟୁମାନ୍ ରାଇଟ୍ସ କମିଶନ’ ନିକଟରେ ସେମାନଙ୍କୁ ଅନ୍ତର୍ଜାତୀୟ ଶରଣାର୍ଥୀର ମାନ୍ୟତା ଦେବାକୁ ଦାବି କରିଥିଲେ  । ମାତ୍ର ବେଆଇନ୍ ଅନୁପ୍ରବେଶ କରିଥିବାରୁ ତାହା ସମ୍ଭବ ହୋଇନଥିଲା  । ଜନସାଧାରଣଙ୍କ ଚାପଯୋଗୁଁ ସେମାନେ ବିତାଡିତ ହୋଇ ହାଇଦ୍ରାବାଦର ମୁସଲମାନ ବହୁଳ ଅଞ୍ଚଳରେ ଆଶ୍ରୟ ନେଇଥିଲେ  । ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିୟାନା, ପୁନେ, ଜାମ୍ମୁ ଓ କାଶ୍ମୀରର ଅନେକ ମଦ୍ରାସା ଓ ୱାକଫ୍ ବୋର୍ଡ ଦାୟିତ୍ୱରେ ରୋହିଙ୍ଗ୍ୟାମାନେ ଅବସ୍ଥାପିତ ହେବା ସୂଚନା ପ୍ରାପ୍ତ ହେଉଛି  । ଏବେ ସେମାନେ ପଶ୍ଚିମବଙ୍ଗ ଓ ଆଶାମରୁ କେରଳ , ତେଲେଙ୍ଗାନା, ଓ କେରଳ ଅଭିମୁଖେ ଟ୍ରେନ ଯୋଗେ ପଳାୟନ କରୁଛନ୍ତି । ଏଥିନେଇ ଗୃହମନ୍ତ୍ରାଳୟ ସତର୍କ ସୂଚନା ଜାରି କରିଛି । ରେଳ ବିଭାଗ ମଧ୍ୟ ଆରପିଏଫକୁ ସତର୍କ ସୂଚନା ଜାରି କରି କେଉଁ ଟ୍ରେନ ଯୋଗେ ରୋହିଙ୍ଗ୍ୟାମାନେ ଅନ୍ୟ ରାଜ୍ୟରେ ପଶୁଛନ୍ତି ତାହା ସୂଚିତ କରିଛି । ବର୍ତ୍ତମାନ ପ୍ରଶ୍ନ ଉଠୁଛି, ରୋହିଙ୍ଗ୍ୟା ଅନୁପ୍ରବେଶ ପ୍ରତି ସରକାରଙ୍କ ଚରମ ଉଦାସୀନତା ଏବଂ ନରମ ଆଭିମୁଖ୍ୟ, ଭାରତକୁ ମହଙ୍ଗା ପଡିବନି ତ ? ମିଆଁମାରରେ ରୋହିଙ୍ଗ୍ୟାଙ୍କ ଉପରେ ଆକ୍ରମଣର ବିରୋଧ କରି ମୁମ୍ବାଇର ଆଜାଦ୍ ମଇଦାନରେ ଇସ୍ଲାମୀ ଚରମପନ୍ଥୀଙ୍କ ତରଫରୁ ହିଂସାତ୍ମକ ପ୍ରଦର୍ଶନ କରାଯାଇଥିଲା  । ଜୁଲାଇ ୭ ତାରିଖରେ ବୌଦ୍ଧମାନଙ୍କ ସର୍ବଶ୍ରେଷ୍ଠ ଶ୍ରଦ୍ଧାକେନ୍ଦ୍ର ବୋଧଗୟା ମହାବୋଧି ମନ୍ଦିରରେ ସିରିଏଲ୍ ବିସ୍ଫୋରଣ ପଛରେ ମଧ୍ୟ ‘ରୋହିଙ୍ଗ୍ୟା’ଙ୍କ ଭୂମିକା ରହିଥିବା ସୂଚନା ମିଳିଛି  । ଇଣ୍ଡିଆନ୍ ମୁଜାହିଦ୍ଦିନ୍ ସହିତ ଘନିଷ୍ଠ ସମ୍ପର୍କ ରଖୁଥିବା ଲସ୍କର-ଇ-ତୋଏବା ଏବଂ ତାହାର ନୂତନ ଅବତାର ‘ଜମାତ୍-ଉଦ୍- ଦୱା’ ରୋହିଙ୍ଗ୍ୟାମାନଙ୍କୁ ଅନେକ ଦିନରୁ ଆତଙ୍କବାଦ ପ୍ରଶିକ୍ଷଣ ଦେଇଆସୁଛନ୍ତି  । କରାଚୀ ପ୍ରେସ୍ କ୍ଲବ୍ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ‘ଜମାତ୍-ଉଦ୍-ଦୱା’ର ଆତଙ୍କବାଦୀ ନେତା ‘ହାଫିଜ୍ ସୟିଦ୍’ ଘୋଷଣା କରିଥିଲା ଯେ- “ମିଆଁମାରି ମୁସଲମାନଙ୍କୁ ଜେହାଦ୍ ପାଇଁ ସମସ୍ତ ପ୍ରକାର ସହଯୋଗ କରାଯିବ  । ଜମାତ୍-ଉଦ୍-ଦୱା ରୋହିଙ୍ଗ୍ୟା ଆକ୍ରମଣରେ ମୂକ ଦର୍ଶକ ହୋଇ ବସି ରହିବ ନାହିଁ  ।” ଜେହାଦ୍ ନିମନ୍ତେ କମ୍ପ୍ୟୁଟର ଓ ସୋସିଆଲ ମିଡିଆର କିଭଳି ପ୍ରଭାବଶାଳୀ ପ୍ରୟୋଗ କରାଯିବ, ସେଥିପାଇଁ ପାକିସ୍ତାନର “ମର୍କଜ୍-ଅଲ୍-କୁବା-ମଦ୍ରାସା”ରେ ରୋହିଙ୍ଗ୍ୟାମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କର୍ମଶାଳା ମଧ୍ୟ ଆତଙ୍କବାଦୀ ସଂଗଠନ ତରଫରୁ ଆୟୋଜନ କରାଯାଇଥିଲା  । ଆମେରିକା, ବାଂଲାଦେଶ, ସିଙ୍ଗାପୁର ଏବଂ ଭାରତର ଗୁପ୍ତଚର ସଂସ୍ଥାର ମିଳିତ ତଥ୍ୟ ଅନୁଯାୟୀ, ‘ଲସ୍କର-ଇ-ତୋଏବା’ ଓ ‘ଜମାତ୍-ଉଦ୍-ଦୱା’ ମିଆଁମାରରେ “ଦିଫା-ଏ-ମୁସଲମାନ୍ ଅରାକାନ୍ (ବର୍ମା)” ନାମକ ଏକ ଆତଙ୍କବାଦୀ ସଂଗଠନ ରୋହିଙ୍ଗ୍ୟାମାନଙ୍କ ପାଇଁ ବହୁବର୍ଷ ପୂର୍ବରୁ ଆରମ୍ଭ କରିସାରିଛନ୍ତି  । ପାକିସ୍ତାନୀ ଆତଙ୍କବାଦୀ ସଂଗଠନଗୁଡିକ ସେମାନଙ୍କ ବାଂଲାଦେଶୀ ସହଯୋଗୀମାନଙ୍କୁ ରୋହିଙ୍ଗ୍ୟାମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟରେ ଲଗାଇଛନ୍ତି  । ‘ହର୍କତ୍-ଉଲ୍-ଜିହାଦ୍-ଅଲ୍ଇସ୍ଲାମି’ ଓ ‘ଜମାତ୍-ଉଲ୍-ମୁଜାହିଦ୍ଦିନ୍ ବାଂଲାଦେଶ’ ନାମକ ଆତଙ୍କବାଦୀ ସଂଗଠନ, ମିଆଁମାରରେ ‘ଜମାତ୍-ଉଲ୍-ଅରାକାନ୍’ ନାମରେ ଏକଶାଖା ଆରମ୍ଭ କରିଛନ୍ତି  । ଏହି ଉଗ୍ରବାଦୀ ସଂଗଠନ ମିଆଁମାର୍ ସୀମା ସଂଲଗ୍ନ ବାଂଲାଦେଶର ‘ବନ୍ଦାର ବନ’ ଜିଲାର ସୁଦୂର ନିକାଞ୍ଚନ ସ୍ଥାନମାନଙ୍କରେ ପ୍ରଶିକ୍ଷଣ ଶିବିର  ଚଳାଇ ଆସୁଛି  । ତେଣୁ ଏହି ଦଙ୍ଗା ପୀଡିତ, ଅନ୍ତର୍ଜାତୀୟ ଉଗ୍ରବାଦୀ ସଂଗଠନ ସହିତ ସମ୍ପୃକ୍ତ, ଜେହାଦୀ ରୋହିଙ୍ଗ୍ୟାଙ୍କ ଭାରତରେ ବେଲଗାମ୍ ଅନୁପ୍ରବେଶ, ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିରୁ କେତେ ସମ୍ବେଦନଶୀଳ ଚିନ୍ତା କରାଯାଇପାରେ  । ଭାରତ ବହୁପୂର୍ବରୁ ଅବୈଧ ବାଂଲାଦେଶୀ ଅନୁପ୍ରବେଶ ଯୋଗୁଁ ଜନସଂଖ୍ୟାରେ ଅସନ୍ତୁଳନ ଘଟି ଅନେକ ପ୍ରକାରର ସାମାଜିକ, ସାଂସ୍କୃତିକ, ଆର୍ôଥକ, ରାଜନୀତିକ ସମସ୍ୟାରେ ଜର୍ଜରିତ । ଭାରତର ମତଦାତା ପରିଚୟପତ୍ର ହାସଲ କରି ଆସାମ, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ ଆଦି ରାଜ୍ୟର ସୀମାବର୍ତ୍ତୀ ଜିଲାମାନଙ୍କରେ ବାଂଲାଦେଶୀ ମତଦାତା ଆଜି ନିର୍ଣ୍ଣାୟକ ଭୂମିକାରେ । ବାଂଲାଦେଶ ଓ ନେପାଳ ସୀମାକୁ ଲାଗି ବିହାରର କିଶନଗଂଜଠାରୁ ଇସ୍ଲାମ୍ପୁର ପର୍ଯ୍ୟନ୍ତ ୩୨ କିମି ଅଞ୍ଚଳ ‘ଚିକେନ୍ ନେକ୍’ ଭାବରେ ପରିଚିତ । ଏହି ‘ଚିକେନ୍ ନେକ୍’ ଏକମାତ୍ର ଭୂଭାଗ ଯାହା ମଧ୍ୟଦେଇ ସମ୍ପୂର୍ଣ୍ଣ ଉତ୍ତରପୂର୍ବ ସହିତ ସମ୍ପର୍କ ରକ୍ଷା କରାଯାଇଥାଏ  । ମାତ୍ର ଏହି ଅଞ୍ଚଳକୁ ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀମାନେ କବ୍ଜାକୁ ନେଇସାରିଲେଣି । ‘ଚିକେନ୍ ନେକ୍’ ପଟ୍ଟିକୁ ‘ରୋହିଙ୍ଗ୍ୟା’ଙ୍କ ବହୁସଂଖ୍ୟାରେ ଅନୁପ୍ରବେଶ ପରିସ୍ଥିତିକୁ ଆହୁରି ବିପଜ୍ଜନକ କରିବ  । ଚୀନ ଯୁଦ୍ଧ ସମୟରେ ‘ବାଗ୍ଡୋଗ୍ରା’ ବିମାନବନ୍ଦରକୁ ସୁରକ୍ଷିତ ରଖିବା ପାଇଁ ‘ଚିକେନ୍ ନେକ୍’ ନିକଟସ୍ଥ ବିହାରର ‘ପୂର୍ଣ୍ଣିଆ’ ଜିଲାରେ ‘ଚୁନାପୁର’ ବିମାନବନ୍ଦରକୁ ବିକଶିତ କରାଯାଇଥିଲା । ଆଜି ତା ଚାରିପଟେ ବାଂଲାଦେଶୀ ଓ ମ୍ୟାନ୍ମାରର ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କ ଆସ୍ଥାନ । ଏଠାରେ ଆଇଏସ୍ଆଇର ଗତିବିଧି ଜାରିରହିଛି । ତେଣୁ ଅବୈଧ ଅନୁପ୍ରବେଶକାରୀଙ୍କୁ ତକ୍ରାଳ ଚିହ୍ନଟ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି  ।
-----------------------------------------------------------------------------------------------------------------

ùeûjòw¥ûuê ùeûK

cò@ûñcûee \lòY-_½òc C_Kìkùe aûõfûù\g iõfMÜ ‘eLô^þ’ _âù\g @aiÚòZö ‘eLô^þ’e _êeêYû ^ûc ‘@eûKû^þ’ I Zû _ìaðeê ‘eûjòwþ’ [ôfû ö Gjò ùeûjòwþ (eLô^þ) _âù\ge cìkZü awkûbûhú cêifcû^þcûù^ ‘ùeûjòwýû’ ^ûcùe _eòPòZ ö ieKûeú R^MY^û @^ê~ûdú 6 ùKûUò R^iõLýû aògòÁ cò@ûñcûeùe Gcû^u iõLýû 5 _âZògZ Gaõ ùicûù^ cêLýZü iê^Üò iµâ\ûde ö icê\ûd R^iõLýûe 89 _âZògZ ùaø¡ ]cðûaf´ú I ùicû^u c]ýeê ‘ù[eûIßûWû’ iµâ\ûd iõLýûajêk I _âbûagûkú ö ‘ùeûjòwýû’cûù^ ^òRKê cò@ûñcûe @]ôaûiú ùaûfò \ûaò Keê[ôùf iê¡û, iõLýûajêk ‘acðû^þ’ R^iû]ûeY Zûuê awûkò cêifcû^þ I @^ê_âùagKûeú ùaûfò aòPûe Keò[û@û«ò ö ùZYê ieKûeú Éeùe c]ý cò@ûñcûee 135Uò cìkRûZò c]ýùe ‘ùeûjòwýû cêifcû^’uê iûcòf Keû~ûA^ûjó ö 1820ùe acðû^þcûù^ ‘@ûeûKû^þ’ C_Kìk @*kKê aòâUògþ gûi^û]ú^ bûeZKê ic_ðY Keòaû_ûAñ aû]ý ùjùf ö `kZü awkûbûhú cêifcû^cûù^ Cq @*kùe aiZò iÚû_^ Keòaû_ûAñ iêù~ûM _ûAùf ö 1947ùe bûeZe Êû]ú^Zû Z[û aòbûR^ Gaõ 1948ùe acðûe Êû]ú^Zû fûb_ùe iúcû^ò¡ðûeY iù©ß, _ìað-_ûKòÉû^eê @^ê_âùag Rûeò ejòfû ö cò@ûñcûeùe bûeZe eûÁâ\ìZ ejò[ôaû gâú bûÄe cògâu iìP^û @^ê~ûdú, 1940eê acðûùe KòQò aòzò^ÜZûaû\ú ùMûÂú iKâòd [ôùf Gaõ 1946ùe cj¹\ @fäú Rò^Üûuê _âÉûaòZ _ìað- _ûKòiÚû^ùe cò@ûñcûee KòQò @õg iûcòf Keòaû_ûAñ @^êùeû] Keò[ôùf ö Kò«ê iûceòK _\ùl_ ù~ûMêñ Zûjû ùiùZùaùk i`k ùjûA ^[ôfû ö cûZâ 1948ùe acðûe Êû]ú^Zû _ùe_ùe, cêRûjòŸò^þcûù^ eqûq iõNhðKeò @ûeûKû^þe ùeûjòwýû ajêk ‘cdê’ @*kKê ^ì@ûbûùa MXòCVò[ôaû Aiþfûcú eûÁâ _ìað-_ûKòÉû^ ijòZ iûcòf Keò[ôùf ö KûkKâùc Gjò cêRûjòŸò^þcû^uê acðû ùi^ûaûjò^ú \c^ Keò[ôùf iê¡û @ûRò_~ðý« iµì‰ð cìkù_ûQ Keò_ûeò^ûjòñ ö AZòc]ýùe ‘ùeûjòwýû’u iõLýû 30 flùe _j*ò iûeòfûYò ö aògß cêifcû^ RMZ AùŠûù^iò@ûùe LâúÁò@û^u _ûAñ ‘Zòcêe’ I @û`âòKûùe iê\û^e \lòY bûMKê ù^A ‘\lòY iê\û^’ ^ûcùe @fMû ù\g MV^ ùjfû_eò, ùeûjòwýûu _ûAñ GK ÊZª Aiþfûcú eûÁâ MV^ Keòaû_ûAñ ù_âû›ûj^ ù\A @ûiêQ«ò ö Gjò Kû~ðýùe _ûKòÉû^ iùcZ @^ýû^ý cêifcû^ ù\g iKâòd @Q«ò ö KòQò Pec_^Úú ùeûjòwýû ùMûÂúue @fKûG\û Gaõ @^ýû^ý CMâaû\ú iõMV^ ijòZ iµKð ejò[ôaû _âcûY còkòiûeòQò ö ùZYê ùeûjòwýûcû^uê cò@ûñcûeùe aòzò^ÜZûaû\ú bûaùe MY^û Keû~ûA aýû_K R^@ûùKâûg iéÁò ùjûAQò ö cò@ûñcûeùe 2010ùe eûR^úZòK _…_eòa©ð^ ijòZ GK ^ìZ^ RûZúdZûaû\e Rê@ûe CVòQò ö Gjò _eòù_âlúùe ùeûjòwýû cêifcû^uê ù\ge iûaðùbøcZß, eûÁâúd _eòPd Gaõ iêelû _âZò aò_\ ùaûfò aòPûe Keò Zûu C_ùe @ûKâcY @ûe¸ ùjCQò ö `kZü aòMZ ahð cû^uùe ‘ùeûjòwýû’ I ‘ùaø¡’u c]ýùe bdue iûµâ\ûdòK \wû iõNUòZ ùjûAQò ö Gjò \wû_úWòZ, _âZòùgû] _eûdY ùeûjòwýûcûù^ ajê iõLýûùe aûõfûù\g aûUù\A bûeZ bòZeKê ]ùiA _gêQ«ò ö aûõfûù\g ~\òI GK cêifcû^ eûÁâ Gaõ ùeûjòwýûcûù^ cìkZü awkûbûhú, Z[û_ò Gcû^uê ^ûMeòK bûaùe MâjY KeòaûKê _âÉêZ ^êùjñ ö aò.Giþ.G`þ. @ûA.Rò. iù«ûh ùcùjeûu iìP^û @^ê~ûdú ^òKU @ZúZùe _½òcawe C©e-Paòg _âMYû Ròfäûe aûõfûù\g iúcûeê Gjò_eò @^ê_âùag ùPÁû Keê[ôaû @ù^K ùeûjòwýûuê Mòe` Keû~ûAQò ö ùijò_eò C©eawe aûfêeNûU iúcûa©ðú @*keê 7RYuê Gaõ eûRý _êfòiþ \ßûeû c]ý gj gj ùeûjòwýûuê Mòe` Keû~ûAQò ö aòbò^Ü iìZâeê còkê[ôaû Lae @^êiûùe_½òcawe aòbò^Ü Ròfäûùe ajêiõLýûùe Gcû^u @^ê_âùag NUòQò ö iaêVûeê @]ôK @^ê_âùag Êeì_^Me, agúejûU, MûdûNûUû AZýû\ò iúcûa©ðú @*kùe NUêQò ö cò@ûñcûeeê iò]û bûeZ bòZeKê @^ê_âùag ùjC ^[ôaûeê, cò@ûñcûeþ ieKûeu ijòZ c]ý G i´§ùe @ûùfûP^û Keòaû i¸a ùjûA_ûeê ^ûjó ö C_faþ] Z[ý @^ê~ûdú _âûd 40 jRûe ùeûjòwýû bûeZe aòbò^Ü eûRýùe @^ê_âùag KeòiûeòùfYò ö MZ ahð \lòY \òfäúùe 2 jRûe ùeûjòwýû @aiÚû^ Keò ai«aòjûeiÚòZ ‘dê^ûAùUWþ ù^i^þi jêýcû^þ eûAUþi Kcòg^’ ^òKUùe ùicû^uê @«RðûZúd geYû[ðúe cû^ýZû ù\aûKê \ûaò Keò[ôùf ö cûZâ ùa@ûA^þ @^ê_âùag Keò[ôaûeê Zûjû i¸a ùjûA^[ôfû ö R^iû]ûeYu Pû_ù~ûMêñ ùicûù^ aòZûWòZ ùjûA jûA\âûaû\e cêifcû^ ajêk @*kùe @ûgâd ù^A[ôùf ö \òfäú, C©e _âù\g, jeòdû^û, _êù^, Rû¹ê I Kûgàúee @ù^K c\âûiû I IßûK`þ ùaûWð \ûdòZßùe ùeûjòwýûcûù^ @aiÚû_òZ ùjaû iìP^û _âû¯ ùjCQò ö Gùa ùicûù^ _½òcaw I @ûgûceê ùKek , ùZùfwû^û, I ùKek @bòcêùL ùUâ^ ù~ûùM _kûd^ KeêQ«ò û G[ôù^A Méjcªûkd iZKð iìP^û Rûeò KeòQò û ùek aòbûM c¤ @ûe_òG`Kê iZKð iìP^û Rûeò Keò ùKCñ ùUâ^ ù~ûùM ùeûjòwýûcûù^ @^ý eûRýùe _gêQ«ò Zûjû iìPòZ KeòQò û a©ðcû^ _âgÜ CVêQò, ùeûjòwýû @^ê_âùag _âZò ieKûeu Pec C\ûiú^Zû Gaõ ^ec @ûbòcêLý, bûeZKê cjwû _Wòa^ò Z ? cò@ûñcûeùe ùeûjòwýûu C_ùe @ûKâcYe aòùeû] Keò cê´ûAe @ûRû\þ cA\û^ùe Aiþfûcú Pec_^Úúu Ze`eê jòõiûZàK _â\gð^ Keû~ûA[ôfû ö RêfûA 7 ZûeòLùe ùaø¡cû^u iaðùgâ gâ¡ûùK¦â ùaû]Mdû cjûùaû]ô c¦òeùe iòeòGfþ aòùÇûeY _Qùe c]ý ‘ùeûjòwýû’u bìcòKû ejò[ôaû iìP^û còkòQò ö AŠò@û^þ cêRûjòŸò^þ ijòZ N^ò iµKð eLê[ôaû fÄe-A-ùZûGaû Gaõ Zûjûe ^ìZ^ @aZûe ‘RcûZþ-C\þ- \Ißû’ ùeûjòwýûcû^uê @ù^K \ò^eê @ûZuaû\ _âgòlY ù\A@ûiêQ«ò ö KeûPú ù_âiþ Käaþùe @^êÂòZ GK iû´û\òK i¹òk^úùe ‘RcûZþ-C\þ-\Ißû’e @ûZuaû\ú ù^Zû ‘jû`òRþ idò\þ’ ùNûhYû Keò[ôfû ù~- “cò@ûñcûeò cêifcû^uê ùRjû\þ _ûAñ icÉ _âKûe ijù~ûM Keû~òa ö RcûZþ-C\þ-\Ißû ùeûjòwýû @ûKâcYùe cìK \gðK ùjûA aiò ejòa ^ûjó ö” ùRjû\þ ^òcù« KµêýUe I ùiûiò@ûf còWò@ûe Kòbkò _âbûagûkú _âùdûM Keû~òa, ùi[ô_ûAñ _ûKòÉû^e “ceþKRþ-@fþ-Kêaû-c\âûiû”ùe ùeûjòwýûcû^u _ûAñ GK _âgòlY Kcðgûkû c]ý @ûZuaû\ú iõMV^ Ze`eê @ûùdûR^ Keû~ûA[ôfû ö @ûùceòKû, aûõfûù\g, iòwû_êe Gaõ bûeZe Mê¯Pe iõiÚûe còkòZ Z[ý @^ê~ûdú, ‘fÄe-A-ùZûGaû’ I ‘RcûZþ-C\þ-\Ißû’ cò@ûñcûeùe “\ò`û-G-cêifcû^þ @eûKû^þ (acðû)” ^ûcK GK @ûZuaû\ú iõMV^ ùeûjòwýûcû^u _ûAñ ajêahð _ìaðeê @ûe¸ KeòiûeòQ«ò ö _ûKòÉû^ú @ûZuaû\ú iõMV^MêWòK ùicû^u aûõfûù\gú ijù~ûMúcû^uê ùeûjòwýûcû^u _âgòlY Kû~ðýùe fMûAQ«ò ö ‘jeþKZþ-Cfþ-Ròjû\þ-@fþAiþfûcò’ I ‘RcûZþ-Cfþ-cêRûjòŸò^þ aûõfûù\g’ ^ûcK @ûZuaû\ú iõMV^, cò@ûñcûeùe ‘RcûZþ-Cfþ-@eûKû^þ’ ^ûcùe GKgûLû @ûe¸ KeòQ«ò ö Gjò CMâaû\ú iõMV^ cò@ûñcûeþ iúcû iõfMÜ aûõfûù\ge ‘a¦ûe a^’ Ròfûe iê\ìe ^òKû*^ iÚû^cû^uùe _âgòlY gòaòe  PkûA @ûiêQò ö ùZYê Gjò \wû _úWòZ, @«RðûZúd CMâaû\ú iõMV^ ijòZ iµéq, ùRjû\ú ùeûjòwýûu bûeZùe ùafMûcþ @^ê_âùag, eûÁâúd iêelû \éÁòeê ùKùZ iù´\^gúk Pò«û Keû~ûA_ûùe ö bûeZ ajê_ìaðeê @ùa÷] aûõfûù\gú @^ê_âùag ù~ûMêñ R^iõLýûùe @i«êk^ NUò @ù^K _âKûee iûcûRòK, iûõÄéZòK, @û[ðôK, eûR^úZòK iciýûùe RRðeòZö bûeZe cZ\ûZû _eòPd_Zâ jûif Keò @ûiûc, aòjûe, SûWLŠ, _½òcaw @û\ò eûRýe iúcûa©ðú Ròfûcû^uùe aûõfûù\gú cZ\ûZû @ûRò ^ò‰ðûdK bìcòKûùeö aûõfûù\g I ù^_ûk iúcûKê fûMò aòjûee Kòg^MõRVûeê Aiþfûcþ_êe _~ðý« 32 Kòcò @*k ‘PòùK^þ ù^Kþ’ bûaùe _eòPòZö Gjò ‘PòùK^þ ù^Kþ’ GKcûZâ bìbûM ~ûjû c]ýù\A iµì‰ð C©e_ìað ijòZ iµKð elû Keû~ûA[ûG ö cûZâ Gjò @*kKê @ùa÷] aûõfûù\gú @^ê_âùagKûeúcûù^ KaþRûKê ù^AiûeòùfYòö ‘PòùK^þ ù^Kþ’ _…òKê ‘ùeûjòwýû’u ajêiõLýûùe @^ê_âùag _eòiÚòZòKê @ûjêeò aò_{^K Keòa ö Pú^ ~ê¡ icdùe ‘aûMþùWûMþeû’ aòcû^a¦eKê iêelòZ eLôaû _ûAñ ‘PòùK^þ ù^Kþ’ ^òKUiÚ aòjûee ‘_ì‰ðò@û’ Ròfûùe ‘Pê^û_êe’ aòcû^a¦eKê aòKgòZ Keû~ûA[ôfûö @ûRò Zû Pûeò_ùU aûõfûù\gú I cýû^þcûee ùeûjòwýû @^ê_âùagKûeúu @ûiÚû^ö GVûùe @ûAGiþ@ûAe MZòaò]ô RûeòejòQòö ùZYê @ùa÷] @^ê_âùagKûeúuê Z}ûk PòjÜU Keò \éX Kû~ðýû^êÂû^ ù^aûe @ûagýKZû ejòQò ö

No comments:

Post a Comment